Jun
2020
20
ପଢନ୍ତୁ ଶରତ ଚନ୍ଦ୍ର ପଣ୍ଡା ଙ୍କ ଗଳ୍ପ ମନ ବଦଳିଲା
_ମୋ ବିଦ୍ୟାଳୟ ଓ ପିଲାଦିନ_ *.……….(ମନବଦଳିଲା )………..* ମୁଁ ଅଷ୍ଟମ ଶ୍ରେଣୀରେ ପଢୁଥାଏ ଗାଁ’ଠୁ ଦୁଇ କି. ମି ଦୂର କଙ୍କୋରଡ଼ା ସରକାରୀ ନେହରୁ ବହୁମୁଖୀ ବିଦ୍ୟାପୀଠରେ | ବିଦ୍ୟାଳୟଟି ଅତି ପୁରୁଣା | ଗଞ୍ଜାମ ଜିଲ୍ଲାର ଏକ ନାମକରା ଅନୁଷ୍ଠାନ | ଅନେକ ଉତ୍ତମ ବିଜ୍ଞ ପ୍ରଧାନ ଶିକ୍ଷକ କାର୍ଯ୍ୟ କରିଛନ୍ତି | ଉଣେଶ ଚୌସ୍ତରି