Dec
2020
13
ଅଜଣା ବାଟର ବଟୋଇ – ସ୍ମିଲ କୁମାର
ଅଜଣା ବାଟର ବଟୋଇ ***************** ପଥିକ ହୋଇ ମୁଁ ବାଟ ଚାଲୁଥିଲି ଦେଖା ହେଲ ଅଧା ବାଟେ, ସାଥୀ ହେଇ ଯିବା ଏକା ସଂଗେ ବୋଲି ଦେଲ କେତେ ଆଶା ମୋତେ । ସାଥିରେ ଚାଲିଲେ ଆମେ କିଛି ଦୂର ଜଣା ପଡିଲାନି ରାସ୍ତା, ଏକା ଚାଲୁଥିଲି ସାଥିରେ ଚାଲିଲେ ଲାଗିଲାନି କିଛି ବ୍ୟଥା । ବାଟର ବାଟୋଇ