Jan
2022
13
*ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା*
ବିସ୍କୁଟ ସ୍ବର୍ଣ୍ଣରେଖା ପଣ୍ଡା ************ ପ୍ରଭାତେ ପ୍ରତ୍ୟୁଷେ ପିଲା କରଇ ଅଝଟ ଖାଇବାକୁ ମାଗିଥାଏ ମାଆଙ୍କୁ ବିସ୍କୁଟ ପ୍ରତି ଘରେ ତା’ ଆଦର ,, ଆବାଳ, ବୃଦ୍ଧ, ବନିତା କରନ୍ତି ଆହାର । ଉଷ୍ନ ପାନୀୟ ଅଟଇ ତା’ର ସହୋଦର ସାମୟିକ କ୍ଷୁଧା ହେଲେ ତାକୁ ଦରକାର ନିତି ବେଳ ଅବେଳରେ ,, ଶିଶୁର ଭୋକ ମେଣ୍ଟାଏ