Feb
2021
24
ଅଧା କଥା — ସୌଭାଗ୍ୟ ବାରିକ
ଅଧା କଥା କହିବାକୁ ଚାହେଁ ମନକଥା ଯେବେ ଶୁଣିବାକୁ କେହିନାଇଁ l ନିଜଲୋକ ଯେବେ ବୁଝିବେନି ତୋତେ କହିବୁ କାହାକୁ ଯାଇ ll ମନକଥା ତୋର ମନରେ ରଖିଥା ଗୁମୁରି କାନ୍ଦୁଥା ନୀତି l ଘରବାଡ଼ି କିବା ଛାଡି ପଳାଇବୁ ବଢିଲେ ସୂର୍ଯ୍ୟର ତାତି ll ଅଧା କଥା ଶୁଣି ମୁହଁ ବୁଲାଇବେ ଶୁଣିବାକୁ ଧର୍ଯ୍ୟ ନାଇଁ l