Feb
2021
25
ମୁଁ ସ୍ୱାର୍ଥପର — ସୌଭାଗ୍ୟ ବାରିକ
*ମୁଁ ସ୍ୱାର୍ଥପର* ମୁଁଯେ ସ୍ୱାର୍ଥପର ସ୍ୱାର୍ଥ ମୁଖ୍ୟ ମୋର ବିନା ସ୍ଵାର୍ଥେ କିଛିନାହିଁ l ଜନ୍ମମୃତ୍ୟୁ ସତ୍ୟ ହସକାନ୍ଦ ସତ୍ୟ ବଞ୍ଚିବି କାପାଇଁ କାହିଁ ll ମୋକ୍ଷହେବି ଯେବେ ହଜିଯିବି ସେବେ ପାସୋରିବେ ସବୁ କଥା l ବାରଦିନ ପରେ ଭୁଲିଯିବେ ଧୀରେ ରହିବନି ମନ ବ୍ୟଥା ll କାହିଁକି କହିବି କାହାକୁ କହିବି ଇଏଅଟେ ମୋ ନିଜର