ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ସାଧୁ ସାବଧାନ ସୁକୁଟି ମାଉସୀ ଆମ ଗାଁ ର ଚାରି ଖଣ୍ଡେ ନାଁ ଡ଼ାକ ତାହାର।। ଘର ସେ କରିଛି ମହଲ ପରି ରହିବାକୁ ତହିଁ ମାତର ଚାରି।। ବୁଢ଼ୀ ଘର ପଡ଼ି ରହିଛି ଫାଙ୍କା ଭଡ଼ା କମ ନିଏ ମାଉସୀ ଏକା।। ସହରୁ ଆସିଲେ ସୁର ମଉସା ଭଡ଼ା ଖୋଜୁଥିଲେ ସିଏ
ସାଧୁ ସାବଧାନ ସୁକୁଟି ମାଉସୀ ଆମ ଗାଁ ର ଚାରି ଖଣ୍ଡେ ନାଁ ଡ଼ାକ ତାହାର।। ଘର ସେ କରିଛି ମହଲ ପରି ରହିବାକୁ ତହିଁ ମାତର ଚାରି।। ବୁଢ଼ୀ ଘର ପଡ଼ି ରହିଛି ଫାଙ୍କା ଭଡ଼ା କମ ନିଏ ମାଉସୀ ଏକା।। ସହରୁ ଆସିଲେ ସୁର ମଉସା ଭଡ଼ା ଖୋଜୁଥିଲେ ସିଏ
ଶୀର୍ଷକ -ବିଶ୍ବପତି ତୁମେ (ବ’)ଆଦ୍ୟାନୁପ୍ରାସ ଯମକ ଅଳଙ୍କାର ବରଜ ବରଜମଣି ପ୍ରଭାତୁ ବରଜପୁର ବାସ ତେଜ ବାସ ପିନ୍ଧି ମାଖି ହେ ବାସ ଅତର।। ବଉଳ ଅପେକ୍ଷିତ ଛନ୍ତି ବଉଳ ମୂଳେ ବର ତୁମେ ସଭିଙ୍କର ବର ହେ ଭାବ ଭୋଳେ।। ବସନ୍ତେ ଶାଖେ ବସି ଗାଏ ବସନ୍ତ ଘୋଷ ବିଭାବରୀ ଅନ୍ତେ ମନୁ ଦୂରିତ
ବିଶ୍ବପତି ତୁମେ ବ’। ଆଦ୍ୟାନୁପ୍ରାସ ଯମକ ଅଳଙ୍କାର ବରଜ ବରଜମଣି ପ୍ରଭାତୁ ବରଜପୁର ବାସ ତେଜ ବାସ ପିନ୍ଧି ମାଖି ହେ ବାସ ଅତର।। ବଉଳ ଅପେକ୍ଷିତ ଛନ୍ତି ବଉଳ ମୂଳେ ବର ତୁମେ ସଭିଙ୍କର ବର ହେ ଭାବ ଭୋଳେ।। ବସନ୍ତେ ଶାଖେ ବସି ଗାଏ ବସନ୍ତ ଘୋଷ ବିଭାବରୀ ଅନ୍ତେ ମନୁ ଦୂରିତ ହେଲା ବିରସ।।
ଶୀର୍ଷକ – ଆଜିର ନାରୀ ବିଶ୍ଵ ସମ୍ମୋହିନୀ ମୋ ଭାରତ ଭୂଇଁ ହିମାଳୟ ଗାଏ ଗାଥା ମାଆର ସମ୍ମାନେ ମୋ ଦେଶେ ମାନବ ନୁଆଇଁ ଦିଏ ତା ମଥା।। ଭୂତେ ମାଆ ଥିଲା ଓଢ଼ଣା ଭିତରେ କବାଟ କୋଣର ଭୁଆ ବିଦ୍ୟା ଅରଜନ ଅନେକ ଦୂରରେ ସବୁଥିରେ ସେ ପଛୁଆ।। ଦଳିତା ପିଡୀତା