Dec
2020
27
ପ୍ରେମ କେବେ ନୁହଁ ମିଛ କି ଶୁଖିଲା—ସ୍ୱାଗତିକା ସାହୁ
ପ୍ରେମ କେବେ ନୁହଁ ମିଛ କି ଶୁଖିଲା ପ୍ରେମର ସବୁଜିମା ବହଳରେ ହୃଦୟ ଆବୃତ୍ତ କେତେ ଜନ୍ମ ପୂଣ୍ୟରୁ ପ୍ରାପ୍ତି,ପ୍ରେମ ମନ୍ଦାକିନୀ ଧାରା ଦୁନିଆରେ ସବୁଠୁଁ ଦୁର୍ଲ୍ଲଭ ଅମୂଲ୍ୟ ପ୍ରେମ ପ୍ରେମ କେବେ ନୁହଁ ମିଛ କି ଶୁଖିଲା ସେତ ସଜ ସକାଳର ଶିକ୍ତ କାକର ଟୋପା ରୁଦ୍ର ଗ୍ରୀଷ୍ମର କଙ୍କର ଭୂମୀରେ ତରୁର ଶୀତଳ ଛାୟା ତପ୍ତ