Dec
2020
27
ଜୀବନ— ସୁଦର୍ଶନ ମହାପାତ୍ର,
ଜୀବନ ******* କଥା ଗଣ୍ଠି କଲେ ଭାବ ହଜିଯାଏ ମିଳିବା ସହଜ ନୁହଁ ଅଡୁଆ ସୂତାକୁ ସଜାଡି ଦେଲେତ’ ଜୀବନର ନୂଆ ଖିଅ !! ଯେଉଁଠୁ ଆରମ୍ଭ ସେଇଠି ହିଁ ଶେଷ ନୂଆ ରାସ୍ତାଟିଏ କାହିଁ ଚକା ଭଉଁରୀ ରେ ଘୁରୁଛି ଜୀବନ ଚାଲିବାର ଶେଷ ନାହିଁ ।। ହସ କାନ୍ଦ ସତେ ଜୁଆର ଓ ଭଟ୍ଟା ଜୀବନ