Dec
2020
29
“ଯଉବନ ଲହରୀ”— ସୁଷମା ପଣ୍ଡା
“ଯଉବନ ଲହରୀ” ସମୟ ସ୍ରୋତରେ ତରଙ୍ଗାଇତ ହୁଏ ପ୍ରୀତି ଖେଳେ ତନୁମନେ, ବୟସ ତରୁର ଶାଖା ଡାଳେ ପରେ ଗାଏ କାମପିକ ମାନେ ll(1) ଯୁବା ଯଉବନ ବାରୁଣୀ ମିଳନ ମିଳନ ଲଗନ ଖୋଜେ, ବାଞ୍ଛା ପୂରଣର ଭାବନା ଖେଳଇ ସାଥି,ପ୍ରୀତି ସୁଖ ହେଜେ ll(2) ସରାଗ ଭାବନା, ଆକଟ ମାନେନା ସୀମା ସରହଦ ଡେଇଁ ଆତ୍ମୀୟ,ସ୍ୱଜନ, ବନ୍ଧୁ