Mar
2021
11
ବସନ୍ତ –ସୁଶ୍ରୀ ମାମୁନୀ ମୁଣ୍ଡା
ବସନ୍ତ ବସନ୍ତ ଆସେ ଫୁଲ ର ଯୋଛନାରେ ମହ ମହ ବାସ୍ନାଭରା ପ୍ରସ୍ଫୁଟିତ ପାଖୁଡାରେ ।।୧।। ମଳୟ ର ତାଳେ ତାଳେ ମନହୁଏ ପୁଲକିତ ନାନା ପୁଷ୍ପ ର ରୂପରେ ଧରା ହୁଏ ବିଭୂଷିତ ।।୨।। ଭ୍ରମର ଫୁଲ ଦେହରେ ଝୁଲିପଡେ,ବୃନ୍ତ ଦୋହଲନ୍ତି ଆକଣ୍ଠ ମଧୁପାନ କରି ବଗିଚାରେ ଉଡିବୁଲନ୍ତି ।।୩।। ଇଚ୍ଛା ହୁଏ ଭିଜି ବାକୁ ଶିମିଳି