Nov
2020
7
ଯଦି କେବେ ଆସ ତୁମେ — ସୁଶ୍ରୀ କବିତା ତିଆଡି
ଯଦି କେବେ ଆସ ତୁମେ ଯଦି କେବେ ଆସ ତୁମେ ଅଫେରା ପାଲିଙ୍କିରେ କିମ୍ବା ଯଦି ଆସ ତୁମେ ମୋ ଅପେକ୍ଷାର ଶେଷରେ ଯଦି କେବେ ତୁମେ ଆସ ପକ୍ଷୀରାଜ ଘୋଡାରେ ମୁଁ ଭୁଲିଯିବି ମୋର ଅତୀତ ତଥା ଭବିଷ୍ୟତ କୁ ସମର୍ପି ଦେବୀ ମୋ ବର୍ତ୍ତମାନ ତୁମ ଆଞ୍ଜୁଳାରେ ।। ଯଦି କେବେ ତୁମେ ଆସ ଅଶୋକ