ହେ କଥା ସମ୍ରାଟ ହେ କଥା ସମ୍ରାଟ ଭାଷା ରେ ବିରାଟ ଚଞ୍ଚଳ ତବ କଲମ ମୂନ… ତୁମ୍ଭର ଚିନ୍ତନ କରିଲା ମନ୍ଥନ ଭାଷା ସମୁଦ୍ର ରୁ ଅମୃତ ଜ୍ଞାନ…|| ସେହି ଜ୍ଞାନ ବଳ ଅତୀବ ବିରଳ ରଚନା ରେ ତୁମ୍ଭ ଦିଶଇ ସ୍ପଷ୍ଟ, ସମାଜକୁ ସଦା ଦେଖାଏ ଆଲୋକ ଦୁର୍ନୀତି ରେ ହେଲେ ସେ ପଥ ଭ୍ରଷ୍ଟ…….||
Read More
ଯନ୍ତ୍ର ମାନବ ଯନ୍ତ୍ର କାରାଗାରେ ଘୋର ଅନ୍ଧକାରେ ଅନ୍ଧ ସାଜିଛୁ କିଆଁ, ପୋଡା ପାଉଁଶ ର ବାଉଁଶ ନଳିରେ ଆହୁରି ଜାଳୁଛୁ ନିଆଁ, ଧ୍ବଂସ ହେବୁ ତୁ ଦିନେ, ଯନ୍ତ୍ର ମୋହରେ ସତରେ କହରେ ଶାନ୍ତି ମିଳେ କି ମନେ || ୧ || ଗଢ଼ିଛୁ ତୁ ଯେଉଁ ଯନ୍ତ୍ର ବଳରେ ସୁବିଶାଳ କାରଖାନା, ବିଷ ତୁଲ୍ୟ ସେ
Read More
Lets talk with a young Poet Sunil Pradhan hails from Anugul, district of Odisha for SLF Literary Youth Icon Award contest-. 2023 *ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩* ପର୍ଯ୍ୟାୟ- ପ୍ରଥମ ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର ନାମ -ସୁନୀଲ ପ୍ରଧାନ ପିତାଙ୍କ ନାମ –ଗଜେନ୍ଦ୍ର ପ୍ରଧାନ ମାତାଙ୍କ ନାମ
Read More