Sep
2022
5
*ଆମର୍ ଅଜାବୁଢା -ସୁଧୀର୍ ପଂଡା*
**ଆମର୍ ଅଜାବୁଢ଼ା*** ***************** ଅଜାବୁଢ଼ାର୍ ଗୁନ୍ ଗାଏଲେଁ କେଭେଁ ଆମେ ହସୁଛନ୍ ନାତି ନାତେନ୍ କହେସନ୍ ଝାର୍ବେଡ଼ା କାଣା ଜାନିଥିଲେ ଆଘୋର୍ ଭୁତ୍ ପେତେନ୍। ୧ ବାଇସ୍କଲ୍ ନି’ବଘିଁ ତାଁକର୍ ଜୀବ୍ନେ ନି’ହୁଅନ୍ ଗଢ଼ାଜରି କୁଶେ ହେଉ କି ଚାଏର୍ ଯୋଜନ୍ ପହଁଚିଯାନ୍ ଚାଲିକରି। ୨ ତାଁକର୍ ମାହାପୁରୁ କୁଟୁମ୍ ଆଉର୍ ବଂଧୁ ଭାବି କରୁଥିଲେ