Jun
2020
19
*ପଢନ୍ତୁ ସୁଧାଞ୍ଜଳି ମିଶ୍ର ଙ୍କ ଗଳ୍ପ -ପ୍ରଥମ ବେଞ୍ଚ*
(ଗଳ୍ପ -ପ୍ରଥମ ବେଞ୍ଚ ) ପିଲାଦିନ,ବିଦ୍ୟାଳୟର ଅନୁଭୂତି (ପ୍ରତିଯୋଗିତା ନଂ-୧୭) ଶିଖା ଥିଲା ପ୍ରଥମ ଧାଡିର,ପ୍ରଥମ ବେଞ୍ଚର ପ୍ରଥମ ପିଲା । ଯେତେବେଳେ ସିଏ ନବମ,ଦଶମ ପଢୁଥିଲା ପୈରପାଳିକା ଉଚ୍ଚ ବାଳିକା ବିଦ୍ୟାଳୟରେ । ପିଲାଦିନର ସ୍ମୃତି ସବୁବେଳେ ରୋମନ୍ଥନ କରିବାକୁ ଭଲଲାଗେ । ଜୀବନର ସବୁଠାରୁ ଆନନ୍ଦମୟ କ୍ଷଣ ସେହି ପିଲାଦିନ ଯାହା କି ବିଦ୍ୟାଳୟ ଜୀବନ,ଆନନ୍ଦିତ