Jun
2022
30
ବୁନ୍ଦାଏ ଲୁହ — ସୁଧାଂଶୁ ଗିରି
ଶୀର୍ଷକ-ବୁନ୍ଦାଏ ଲୁହ ଅନିମନ୍ତ୍ରିତ ଅତିଥି ଟିଏ ପରି ଉପସ୍ଥିତ ହୁଏ ଆସି ନୟନର କେଉଁ ନିଭୃତ କୋଣରୁ ଆପେ ଆପେ ଯାଏ ଭାସି ll ମନ ଉପବନେ ଜର୍ଜରିତ ପ୍ରାଣେ ମନର ଅକୁହ କଥା ବୁନ୍ଦାଏ ଲୁହରେ ଲେଖା ହୋଇଥାଏ ହୃଦୟର ସବୁ ବ୍ଯଥା ll ଲୁହର କାଳିରେ ଯନ୍ତ୍ରଣା ଯୁଇରେ ସଂଘର୍ଷର ଇତିହାସ