Apr
2021
29
*ହୃଦୟ ଖୋଜଇ — ସୀମା*
*ହୃଦୟ ଖୋଜଇ* ଛାଡିବିନି ହାତ କହିଥିଲୁ ସାଥୀ ଅଧବାଟେ ଗଲୁ ଛାଡି, କେମିତି ବୁଝିବୁ ଆଉ କହାମନ ଚାଲିଗଲୁ ମୁହଁ ମୋଡ଼ି…… ଭଙ୍ଗା ଆଇନା ମନଟା ମୋର ହୋଇ ଗଲା ଚୂର୍ ମାର, ଆଉ କାହା ରୂପ ଦେଖିଲୁ ବୋଲି ମତେ କରି ଦେଲୁ ପର……. ରୂପ ରାଇଜରେ ବାୟାଣୀ ସଜିବୁ ମିଳିବନି ତତେ ମନ, ଯେମିତି ଖେଲିଲୁ