Apr
2021
21
*ରାଣ– ସିମାଞ୍ଚଳ ଖଟୁଆ*
ଶୀର୍ଷକ:- ରାଣ ************** ରାଣ ହିଁ ମମତ୍ୱ ରାଣ ହିଁ ବନ୍ଧୁତ୍ୱ ରାଣ ହିଁ ଅନ୍ତର ଆତ୍ମା, ରାଣଟି ଅଟଇ ସୁରକ୍ଷା କବଚ ରାଣ ଦେଉ ଛୁଇଁ ଗୀତା ।। ମୋ ରାଣ ପକେଇ ସାଙ୍ଗ ଟି ବୁଝାଏ ପୁଅ ବୁଝାଏ ମାଆଙ୍କୁ, ପତ୍ନୀ ଟି ବୁଝାଏ ନିଜ ରାଣ ଦେଇ ଦେବତା ତୁଲ୍ୟ ସ୍ୱାମୀଙ୍କୁ ।।