Oct
2021
19
*ଶରତ ସନ୍ଧ୍ୟାରେ–ସାଧନା ପଣ୍ଡା*
ଶରତ ସନ୍ଧ୍ୟାରେ….. 🌺 ସାଧନା ପଣ୍ଡା ଶରଦ ସନ୍ଧ୍ୟାର ଗୋଧୂଳି ଖେଳଇ ସୁନୀଳ-ଗଗନ ତୀରେ କାଶତଣ୍ଡୀ-ବଣ ଚିତ୍ର ଛାୟା ଭାସେ ସରସୀର ନୀଳ- ନୀରେ ।।୧ କ୍ଳାନ୍ତ ପଥିକ କେ’ ବଜାଏ ତା’ ବଂଶୀ ମରମରେ ଲାଗେ ବ୍ୟଥା ତାଳ ମାଳେ ଡାକେ ଡାହୁକ ଆତୁରେ ଗାଇ ପରାଣର ଗାଥା ।।୨ ଧାନ କିଆରୀରେ ଶୀତଳ ସମୀର ମଦିରା