ତୁମେ ଚାଲିଗଲା ପରେ….. ଆଜି କାହିଁ ଏତେ ଶୁଷ୍କତା ଘେରିଛି ସତେ କି ବିସ୍ତୀର୍ଣ୍ଣ ମରୁଭୂମି , ଜଳ ଟୋପେ ପାଇଁ ମୁଁ ଝୁରି ଝୁରି ମରେ ତୁମେ ଚାଲିଗଲା ପରେ । ଶୁଭୁନାହିଁ କାଇଁ ସେଇ କୋଳାହଳ ପାଲଟିଛି ସବୁ ଶାନ୍ତ, ହସ ଶୁଭୁନାହିଁ ଆଉ ଏଇ ଘରେ ତୁମେ ଚାଲିଗଲା ପରେ। ଝାଉଁଳି ପଡ଼ିଛି ବୃକ୍ଷ
Read More
ଅପେକ୍ଷା…. ତୁମେ କହିଥିଲ ଜଳିବା ପାଇଁ ପୁଣି କ୍ରୋଧର ନିଆଁରେ ନୁହଁ , ପ୍ରେମର ନିଆଁରେ।। ଗୋଟେ ଶୁଖିଲା ସଳିତାଟେ ହୋଇ। ହେଇ, ଦେଖୁନ!! ମୁଁ କେମିତି ଜଳୁଛି ସେଇ ପ୍ରେମର ନିଆଁରେ ଆଉ ଜଳିପୋଡି ଗଲାଣି ମୋ ଅର୍ଦ୍ଧାଙ୍ଗ ଯୌବନ, ମେଞ୍ଚାଏ ସୌନ୍ଦର୍ଯ୍ୟ।। ଟିକେ ଦେଖ ତ’!!! ସେ ବହଳିଆ ଧୁଆଁ ସବୁ କେମିତି ଜାବୁଡ଼ି ଧରିଛନ୍ତି
Read More
ଜୋକର୍ ହଁ, ମୁଁ ଜୋକର ଲୋଡୁନି ତୁମଠୁ କିଛି ପ୍ରମାଣପତ୍ର ମୋତେ ସାବ୍ଯସ୍ତ କରିବା ପାଇଁ ମୁଁ ଜୋକର ବୋଲି। ମୋତେ ଭଲ ଭାବରେ ଜଣା ମୋ ଔିକାତ୍।। ହୁଏ ତ’ ମୁଁ ପିନ୍ଧୁଥାଇପାରେ ଫୁଲଫୁଲିଆ ପୋଷାକ , ନାଚୁଥାଇପାରେ ମୁହଁରେ ବୋଳିହୋଇ ନାଲି ,ନେଳି ଆଉ ହଳଦିଆ ରଙ୍ଗ ।। ହେଲେ ଏସବୁ ମୋ ପାଇଁ ନୁହଁ
Read More