Dec
2020
27
*ସୃଜନ ର ଶିଖରପୁରୁଷ*– *ସସ୍ମିତା ପଣ୍ଡା*
*ସୃଜନ ର ଶିଖରପୁରୁଷ* ତୂମେ ସୃଜନର ଶିଖର ପୁରୁଷ ସୃଜନୀର ଶିଖା ତୋଳି । ଦିବ୍ୟ ଚେତନାର ପ୍ରଜ୍ବଳିତ ପ୍ରଜ୍ଞା ଅନ୍ତରେ ଦେଇଛ ଜାଳି ।। ଅମୋଘ ସ୍ପର୍ଶରେ ବଳିଷ୍ଠ ପ୍ରତିଭା ସ୍ବର୍ଣ୍ଣାକ୍ଷରେ ସ୍ବାକ୍ଷରିତ । ଦେବଭୂମି ପରେ ମାନସପଟରେ ପ୍ରତିପ୍ରାଣେ ବିଭୋରିତ ।। ଭୂମିରୁ ଆକାଶ ଆକର୍ଷଣ କରେ ଆଜି ତୁମ ସ୍ବରଲିପି । ଅମୃତ ଧାରାରେ