ଦ୍ବି-ପଦୀ:- ବିରହ — ସର୍ବେଶ୍ବର ସାହୁ
ଦ୍ବି-ପଦୀ:- ବିରହ ସର୍ବେଶ୍ବର ସାହୁ ଛଳନା ଜୁଈରେ ଚିତା ସଜେଇଲୁ ଜୀଇଁ ଥାଉ ଦେଲୁ ମାରି ନିଷ୍ଠୁର ସାଜି ତୁ ଜୀବନକୁ ମୋର ଯନ୍ତ୍ରଣା ରେ ଦେଲୁ ଭରି । ଭରସା ନାଆଁ ରେ ନିରାଶା ଦେଇ ତୁ ସଂପର୍କକୁ ଦେଲୁ ସାରି ଦୁନିଆ ଆଗରେ କହି ବୁଲୁ ଆଜି ସବୁ ଦୋଷ ଥିଲା
ଦ୍ବି-ପଦୀ:- ବିରହ ସର୍ବେଶ୍ବର ସାହୁ ଛଳନା ଜୁଈରେ ଚିତା ସଜେଇଲୁ ଜୀଇଁ ଥାଉ ଦେଲୁ ମାରି ନିଷ୍ଠୁର ସାଜି ତୁ ଜୀବନକୁ ମୋର ଯନ୍ତ୍ରଣା ରେ ଦେଲୁ ଭରି । ଭରସା ନାଆଁ ରେ ନିରାଶା ଦେଇ ତୁ ସଂପର୍କକୁ ଦେଲୁ ସାରି ଦୁନିଆ ଆଗରେ କହି ବୁଲୁ ଆଜି ସବୁ ଦୋଷ ଥିଲା
ଶୀର୍ଷକ:-ସ୍ମୃତି ମୋର ମରୁଭୂମି ଅତୀତର କିଛି ଅନ୍ତରଙ୍ଗ ଛବି ଆଜି ବି ରହିଛି ବାକି : ଆଜି ବି ଚିରିନି ତୁମ ଲେଖା ଚିଠି ଲୁଚି ଲୁଚି ପଢୁଅଛି |୧| ଯେଉଁ ଚିଠିଟିର ଇତି ନାମ ଥିଲା ତୁମରି ମନ ମଇନା ; ମୁଁ କି ଜାଣିଥିଲି ସେହି ଶେଷ ଚିଠି ହେବ ମୋ
ଶୀର୍ଷକ:- କୃଷି ଅଟେ ଜରୁରୀ। ସୃଷ୍ଟି ଆରମ୍ଭରୁ କ୍ଷୁଧା ଜାତ ହେଲା ମନୁଷ୍ୟଠୁ ପଶୁ ଯାଏ ; ଭୋକ ବିକଳରେ ଖାଦ୍ୟର ସନ୍ଧାନ କରିଲା କୃଷକ ଟିଏ । ଝଡ ବରଷାକୁ ଖାତିର ନଥିଲା ଲଙ୍ଗଳ ଥିଲା ତା ବଳ ; ସୁଖ ଦୁଃଖ ଥିଲା ସମାନ ତା ଲାଗି ଚାଷ ତା ମୁଖ୍ୟ ସମ୍ଭଳ
ଶୀର୍ଷକ:-“ମନ ପକ୍ଷୀ”। ଲେଖକ:-“ସର୍ବେଶ୍ବର ସାହୁ”। ଉଡି ଯାଇଥିଲା “ମନ” ପକ୍ଷୀ ଦିନେ ପ୍ରେମରେ ବିଭୋର ହୋଇ; ବାହୁଡି ଆସିଲା ସେହି ମନ ପକ୍ଷୀ ଅସହ୍ୟ ଯନ୍ତ୍ରଣା ପାଇ|୧| କ୍ଷତାକ୍ତ ହୃଦୟୁ ଝରି ଚାଲିଥିଲା ପ୍ରତାରଣା ଲହୁ ଧାର ; କହି ପାରିଲାନି ସହି ପାରିଲାନି ମନର କଷ୍ଟକୁ ତାର|୨| ବହୁ ବୁଝାଇଲି କାହିଁ ଯାଇଥିଲୁ
ଶୀର୍ଷକ:- “ମୁଁ ଶିକ୍ଷକ କହୁଛି” । ଲେଖକ:- “ସର୍ବେଶ୍ବର ସାହୁ” । ଶିକ୍ଷକ ବୋଲି ମୁଁ ଶିକ୍ଷାର ପ୍ରସାର କରିବା ମୋହର କାମ; ସାରା ସଂସାରର ପ୍ରଗତି କରିବା ମୋହରି ପରମ ଧର୍ମ |୧| ଶିକ୍ଷକ ଟିଏ ମୁଁ ପରିଚୟ ମୋର ଗୁରୁ ବୋଲି ସମାଜରେ ; ଅନ୍ଧାର ବିନାଶି ଆଲୋକ ଦେଖାଇ ଜଳେ ମୁହିଁ
ଶୀର୍ଷକ:-ପ୍ରଥମ ପ୍ରେମ ମନର ପଞ୍ଜୁରି ଖୋଲା ରଖିଥିଲି ତୁମରି ବାଟକୁ ଚାହିଁ ; ତୁମେ ଆସି ଯେବେ ଚାହିଁଲ ଥରୁଟେ ଅଧିର ହୋଇଲି ମୁହିଁ ।। ତୁମ ଆଗମନେ ଝରିଲା ବରଷା ଚାତକ ପାଇଲା ଜଳ ; ମନ ମନ୍ଦିରରେ ଦୀପଟେ ଜଳିଲା ମିଳିଲା ଆଶାର ଫଳ ।। ପ୍ରକୃତି ସାଜିଲା ସାକ୍ଷୀର ସ୍ତୁପଟେ
🎼ନୂତନ🦚ବର୍ଷର🦜ଅଭିନନ୍ଦନ🎼 ନୂତନ ବର୍ଷର ଶୁଭ ଆଗମନେ କରୁଛି ଅଭିନନ୍ଦନ ; ପୁରୁଣା ବର୍ଷକୁ ବିଦାୟ ଦେଇ ମୁଁ ଜଣାଏ ଅଭିବାଦନ |୧| ନୂଆ ବରଷର ପହିଲି ସକାଳ ନେଇ ଆସୁ ହସ ଖୁସି; ସୁଖ ସାଗରରେ ବିତୁ ଏ ବର୍ଷଟି ଦୁଃଖ ହେଉ ପରଦେଶୀ|୨| ନୂଆ ଉଦ୍ଧୀପନା ଆଶାର ସଂଚାରେ ସଫଳତା ଛୁଉଁ ଶୀର୍ଷ