Dec
2020
27
ଚାଲ ନେଇଯିବା ଏକ ବିରତି — ସରସ୍ବତୀ ନାୟକ
– ଚାଲ ନେଇଯିବା ଏକ ବିରତି ଦୁର୍ଲ୍ଲଭ ଜୀବନ ଲଭିଛି ମାନବ ପ୍ରଭୁ ପରସାଦୁ ପ୍ରାପ୍ତି ଦଡବଡ଼ିମୟ ସଂସାରେ ହଜିଛି କେବେବା ମିଳିବ ମୁକ୍ତି! ।। ଅମାପ ଶକତି ଲଗାଇ ମହୀରେ ଚିନ୍ତିଅଛି ଶ୍ରେଷ୍ଠ ସିଏ ମାନବ ଧର୍ମଟି ହରାଇ ସକଳେ ବଡ଼ିମା ଦେଖାଏ ହାଏ ।। ତୁଳିତଳ୍ପଭରା ସୁକୋମଳ ଶଯ୍ୟା ଭାବନାରେ ବୁଡ଼ି ସେତ ମରୁମରିଚୀକା ଆଶେ