Oct
2020
28
ସମୟ ଦେବ ଉତ୍ତର
ସମୟ ଦେବ ଉତ୍ତର ଦିଲ୍ଲୀ ସହରେ ଡାକ୍ତର ମିଶ୍ର ବାବୁ ଭାରି ଜଣା ସୁନା ବ୍ୟକ୍ତି ସମସ୍ତ ରୋଗକୁ ନିରୋଗ୍ୟ କରନ୍ତି ସଭିଙ୍କୁ ଦିଅନ୍ତି ଶାନ୍ତି । ଦୁଇ ମାଷ ପୂର୍ବେ ଜରୁରି କାମରେ ଆସିଥିଲେ ସେ ଘରକୁ ଦିନେ କି ଦୁଇଦିନ ରହି ନାହାନ୍ତି ଫୋନ୍ ଆସିଲା ଯିବାକୁ । ସକାଳୁ,ସକାଳୁ ଗାଧୋଇ ପାଦୋଇ ବାହାରିଲେ ମିଶ୍ର