Mar
2021
13
*ମୁଁ- ସଭ୍ୟ ସମ୍ପଦ ସ୍ୱାଇଁ*
😒 *ମୁଁ*😒 ସାନିଧ୍ୟ ର ପରକାଷ୍ଟେ ମୁଁ ନିଧ୍ୟୟ ମାନସ… ଦିଗ୍-ବିଜୟ ର ସାରସ୍ୱତେ ମୁଁ ବିସ୍ମୟ ପତିକ… ଅନଳ ର ଅଗ୍ନୀମୁଖୀ ମୁଁ ଜ୍ୱଳନ୍ତ ଦାହକ….. ପଥ ବଣା ଦିଗ ହରା ମୁଁ ଜୀବନ୍ତ ବିଖୁକ…. ସ୍ୱପ୍ନ ହଜା ଉଷା ସରା ମୁଁ ନିଦ ହରା ପ୍ରେମିକ… ରାତି ସରା ପାହାନ୍ତି ର ମୁଁ ପ୍ରେମ ଭିଜା