Feb
2022
5
*ବରଗଛ : ବାପା—ସତ୍ୟବତୀ ସ୍ୱାଇଁ*
ବରଗଛ : ବାପା ଅଦରକାରୀ ଲତା ଓ ଗଛ ମାନେ ଚତୁର୍ଦ୍ଦଶ ଲୁଇ ପରି ଶାସନ କରନ୍ତି ଆମ ଗାଁ ଘରେ । ବଡ଼ ଆଲିଗର ତାଲାଟିଏ ଦିନରାତି ଛବିଶି ଘଣ୍ଟା ଜଗୁଆଳି ହୋଇ ପହରା ଦେଉଥାଏ ସେଠି। ପୋଖରୀ ଉପର ବାଡ଼ିରେ ଅଛନ୍ତି ମୋ ବାପା।ମାସକେ ଥରେ ଗାଁ କୁ ଯାଏ ସେଇ ଅବାଧ୍ୟ ଶାସକ ଓ