Aug
2021
8
*ସମୟର ଚିହ୍ନା ବେଳା – ସଞ୍ଜିତା ପ୍ରଧାନ*
#ସମୟର_ଚିହ୍ନା_ବେଳା ସଞ୍ଜିତା ପ୍ରଧାନ ——————————- ଭାବାନୁବନ୍ଧିତ ଚିତ୍ତ ବିଭୋଳିତ, ଅମୋଦିତ ବିଗତ ମୁହୂର୍ତ୍ତର ସ୍ମୃତିରେ ନିଜକୁ ଜୁଡୁବୁଡୁ କରି ।। ଛାତିର ସେ ଚିହ୍ନା ଚିହ୍ନା କୋଣରେ ଦୁକଦୁକ ହେଉଥିବା କମ୍ପନଟା ତୂଳୀ ଧରି ହୃଦୟ ଫଳକରେ ଆଙ୍କିସାରିଛି ଜମାଟ ବାନ୍ଧିଥିବା ପ୍ରେମ ରଙ୍ଗର ପ୍ରଲେପରେ ଅବିସ୍ମରଣୀୟ ସେ ଉଦ୍ଭାସିତ ସ୍ୱରୂପକୁ ।।