April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
29

ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 

ଅଳସ ଆଖିରେ ଭିଜା ସପନ — ପାହିଲାଣି ରାତି ହେଲାଣି ସକାଳ ବୁଣିଲେଣି ରଙ୍ଗ ବାଳ ଅରୁଣ ନିଦ୍ରା ପରିହରି ଉଠ ଧନମଣୀ କଲେଣି କୂଜନ ବିହଙ୍ଗଗଣ । ମୁଦି ହୋଇ ଯାଏ ଆଖିପତା ଦୁଇ ଗହଳ ନିଦ୍ରାରେ ହେଉ ଆଚ୍ଛନ୍ନ ଜାଗ୍ରତ ହେବାକୁ ବଳୁନାହିଁ ମନ ଅଳସ ଆଖିରେ ଭିଜା ସପନ । ସପନର ଘୋଡା ଉଡଇ

Loading

Jan
2023
18

କେମିତି ଅଛ ମକର – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 

କେମିତି ଅଛ ମକର   ବାସିଲାଣି ଆମ୍ବ ଗଛରେ ବଉଳ ହେଲାଣି ଶୀତ ବକର ତୁମ କଥା ଭାରି ମନେ ପଡୁଅଛି କେମିତି ଅଛ ମକର । ପ୍ରତି ବର୍ଷ ପରି ଏସନ ଗାଁରେ ହେଉଛି ମଙ୍ଗଳା ଯଜ୍ଞ ଗାଁପିଲାମାନେ ସଫା କରୁଛନ୍ତି ଦେଉଳ ପଡିଆ ଦାଣ୍ଡ । ହୋଇଛି ସୁନ୍ଦର କେତେ ସାଜସଜ୍ଜା ମନ୍ଦିରର ପରିସର ଝଲସି

Loading

Oct
2022
15

ତତ୍ ତ୍ୱମ ଅସି — ଶ୍ରୀ ଭରତବନ୍ଧୁ ବିଶ୍ୱାଳ

ତତ୍ ତ୍ୱମ ଅସି — ତତ୍ ତ୍ୱମ ଅସି ସତ ଚିଦାନନ୍ଦ ପ୍ରଜ୍ଞାନ ପୁରୁଷୋତ୍ତମ ପର°ବ୍ରହ୍ମ ତୁମେ ଅନନ୍ତ ଅବ୍ୟକ୍ତ ନିତ୍ୟ ସତ୍ୟ ସନାତନ ।   ତୁମେ ସର୍ବବ୍ୟାପୀ ଅଟ ବିଶ୍ୱରୂପ ଓମ୍ କାର ବୃହଦାକାର ବେଢିଅଛ ତୁମେ ଅନ୍ତରେ ବାହାରେ କ୍ଷୁଦ୍ରାଦପି ଅତି କ୍ଷୁଦ୍ର ଶୟନେ ସ୍ୱପନେ ଅବା ଜାଗରଣେ ପ୍ରାଣ ତୁମେ ବିଦ୍ୟମାନ ।

Loading

Oct
2022
15

ଶାନ୍ତି ଟିକେ ଦିଅ ପ୍ରଭୁ — ଶ୍ରୀ ଭରତବନ୍ଧୁ ବିଶ୍ୱାଳ

ଶାନ୍ତି ଟିକେ ଦିଅ ପ୍ରଭୁ —- ଜୀବନ ଆକାଶେ ତମସା ଅନ୍ଧାରେ ତୁମେ ଶୁଭ୍ର ଧ୍ରୁବତାରା ତୁମେ ଚିଦାନନ୍ଦ ଆଲୋକ ଦ୍ୟୋତକ ମୃତ୍ୟୁ କ୍ଲାନ୍ତି କ୍ଳେଶ ହରା । ତୁମେ ସୁଶୀତଳ ମଳୟ ସମୀର ସତ୍ୟ ଶାନ୍ତି ଶତଦଳ ପ୍ରଫୁଲ୍ଲ କମଳ ହୃଦ ସହସ୍ରାରେ ସମୁଜ୍ଜ୍ୱଳ ଢଳଢଳ । ପ୍ରକାଶ ବିକାଶ ତୁମ ଦିବ୍ୟ ଜ୍ୟୋତି କରୁଣା କର

Loading

May
2022
30

ନୀଳଜହ୍ନ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ

ନୀଳଜହ୍ନ ନୀଳ ନୀଳିମାକୁ ଜିଣି ଦୁଇ ଆଖି ଖୋଜେ ମନ ଅନୁକ୍ଷଣ ଘୂଞ୍ଚିଯାଉ ଦୂରେ ଉଆଁସ ଅନ୍ଧାର ଦେଖାଦିଅ ନୀଳଜହ୍ନ । ହୃଦ ସହସ୍ରାରେ ନୀଳକନ୍ଦରରେ ପୂର୍ଣ୍ଣଚନ୍ଦ୍ର ଉଦେହୁଅ ବିକଶୁ କମଳ ଶାନ୍ତି ଶତଦଳ ବିଶ୍ୱ ହେଉ ମଧୁମୟ । ବିମଳ ଜୋଛନା ହେଉ ପ୍ରତିଭାତ ପ୍ରବହୁ ମଳୟାନିଳ ବାସୁ ମହମହ ଶ୍ରୀଅଙ୍ଗ ଚନ୍ଦନ ପ୍ରାଣ ହେଉ ସୁଶୀତଳ

Loading

May
2022
28

ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ

ମୁକ୍ତକେଶୀ ମେଘ ରାଇଜରେ ତୋଳିବି ମୁଁ ଘର ସପନ ରାଜକୁମର କାଉ°ରୀ ମନ୍ତର ଜାଣେ କିମିଆଁ ମୁଁ କଳାକାର ଯାଦୁକର । ବରଷାଇ ପାରେ ପୁଳାପୁଳା ଟଙ୍କା ଶୃନ୍ୟ ମୁଣି ହାତ ଝାଡି ଧରିଛି ହାତେ ମୁଁ ସୁବର୍ଣ୍ଣ ପିଟଣି ଚମତ୍କାର ଯାଦୁଛଡି । ପିନ୍ଧିଛି ମଥାରେ ମୁଁ ମଣି ମୁକୁଟ ଶୁଣ ପକ୍ଷୀ କାକପୋଇ ଦେଖାଇବି ତୋତେ

Loading

May
2022
22

ମୁକ୍ତକେଶୀ — ଶ୍ରୀ ଭରତବନ୍ଧୁ ବିଶ୍ୱାଳ

ମୁକ୍ତକେଶୀ ଶ୍ରୀ ଭରତବନ୍ଧୁ ବିଶ୍ୱାଳ   ମେଘ ରାଇଜରେ ତୋଳିବି ମୁଁ ଘର ସପନ ରାଜକୁମର କାଉ°ରୀ ମନ୍ତର ଜାଣେ କିମିଆଁ ମୁଁ କଳାକାର ଯାଦୁକର । ବରଷାଇ ପାରେ ପୁଳାପୁଳା ଟଙ୍କା ଶୃନ୍ୟ ମୁଣି ହାତ ଝାଡି ଧରିଛି ହାତେ ମୁଁ ସୁବର୍ଣ୍ଣ ପିଟଣି ଚମତ୍କାର ଯାଦୁଛଡି । ପିନ୍ଧିଛି ମଥାରେ ମୁଁ ମଣି ମୁକୁଟ ଶୁଣ

Loading

May
2022
22

*Lets talk with Bharata Bandhu Biswal, who hails from Birajakshetra Jajpur, Odisha for Suryodaya_Sambhranta_Saraswat_Samman – 2022*

*Lets talk with  Bharatabandhu Biswal, who hails from Birajakshetra Jajpur, Odisha for Suryodaya_Sambhranta_Saraswat_Samman – 2022*   ପ୍ରିୟ ସତୀର୍ଥ ସାହିତ୍ୟାତ୍ମନ ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ

Loading

May
2022
21

ଆମେ ଭାରତୀୟ— ଶ୍ରୀ ଭରତବନ୍ଧୁ ବିଶ୍ୱାଳ

ଆମେ ଭାରତୀୟ   ଆମେ ଭାରତର କୁଶଳୀ ଯୁବକ ନୂତନ ଯୁଗର ବାର୍ତ୍ତାବହ ଆମ ସମ୍ମିଳିତ ସଫଳ ଉଦ୍ୟମେ ରଚିବୁ ନିଶ୍ଚୟ ସ୍ୱର୍ଣ୍ଣ ଅଧ୍ୟାୟ । ଦୃଢ଼ ଇଚ୍ଛା ଶକ୍ତି ଆମ ସୁସଙ୍କଳ୍ପ ଢାଳିବୁ ରକତ ପାଣି କରି ପରିଶ୍ରମ ବଳେ ଆମରି ମାଟିରେ ସରଗ ସୁଷମା ପଡିବ ଝରି । ଘୂଞ୍ଚାଇବୁ ଯେତେ ଅଭାବ କଷଣ ବାଧା

Loading

May
2022
18

ଲୁମ୍ବିନୀର ଶେଷ ରାତ୍ରୀ — ଶ୍ରୀ ଭରତବନ୍ଧୁ ବିଶ୍ୱାଳ

ଲୁମ୍ବିନୀର ଶେଷ ରାତ୍ରୀ ପଲଙ୍କ ଉପରେ ଶେଜ ସୁପାତିରେ ଶୋଇଥିଲେ ଯଶୋଧାରା ପୁତ୍ର ରାହୁଳର କୋମଳ ମୁହଁଟି ଚକମକ ଦିଶୁଥିଲା । ଅତନ୍ଦ୍ର ଗୈ।ତମ ଖୋଜୁଥିଲେ ବସି ମରଣ ଜରା କାରଣ କାହିଁକି ମନୁଷ୍ୟ ଜର୍ଜରେ କଷଣେ ଦୁଃଖେ ହୁଏ ମ୍ରିୟମାଣ । ରାଜ ନବରର ପ୍ରାଚୂର୍ଯ୍ୟ ବିଳାସ ଦେଲା ନାହିଁ ମନେ ସୁଖ ସଠିକ ଉତ୍ତର ପାଇବା

Loading