May
2023
10
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ ନିଶି ହେଲେ ଅନ୍ତ ପ୍ରାତ ହୁଏ ପ୍ରକଟ ବାଜେ ଶଙ୍ଖ ଘଣ୍ଟା ଖୋଲେ ମନ୍ଦିର ମଠ। ନିଦରୁ ଉଠି ମୁଁ ପ୍ରଣମି ପିତା ମାତେ ଗୁରୁ ପାଦ ସ୍ମରି ଭଣେ ଗୁରୁଙ୍କୁ ସତେ। ନିତ୍ୟ କର୍ମ ସାରି ତୋଳେ