Dec
2020
29
ଗଳ୍ପ – ଭାଗ୍ୟ ହାତେ ଡୋରି—@ଶ୍ରୀ.ଡମ୍ବରୁଧର ବେହେରା
ଭାଗ୍ୟ ହାତେ ଡୋରି ଜୀବନ ନାଟକର ରଙ୍ଗ ମଞ୍ଚରେ କେବେ କାହାକୁ କେତେବେଳେ କେଉଁ ରୂପରେ ଅଭିନୟ କରିବାକୁ ହୁଏ କହିବା ଅସମ୍ଭବ।କେତେବେଳେ ଆମେ କାହାର ପୁଅ ରୂପେ ଜନ୍ମ ହୋଇ ପୁଅର ଅଭିନୟ କରୁ ତ କେତେବେଳେ ଆମର ପୁଅଟିଏ ହୋଇ ସାରିବା ପରେ ଆମେ କାହା ଠାରେ ବାପାର ଅଭିନୟ କରୁ।ସମୟର ଗତି ଚଳ ଚଞ୍ଚଳ