Oct
2021
27
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*
ପାଂଥଶାଳା……. ଶ୍ରୀ ଅଲେଖ ପ୍ରସାଦ ମହାରଣା ଆଶ୍ରୟ ଦେଇଛି ଚିହ୍ନା ଅଚିହ୍ନାଙ୍କୁ ମାଗେନି କେବେ ପରିଚୟ ବେଦନା ପ୍ଲାବିତ ଯନ୍ତ୍ରଣାରେ ସିକ୍ତ ତଥାପି ହୁଏନି ଅଥୟ । ଅତନ୍ଦ୍ର ପ୍ରହରୀ ସମ ଉଜାଗର ଦିବା ରଜନୀ ପ୍ରତିକ୍ଷଣ କେତେ ଆସିଛନ୍ତି କେତେ ଯାଇଛନ୍ତି ଅନାଇ ଦେଖୁଛି ନୟନ। କେତେ ଗୁଣୀ ଜ୍ଞାନୀ ନିରିଧନ ଧନୀ ରାଜନେତା