April 18, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
May
2021
3

*Lets Talk with Sujata Shadangi Suryodaya_Sambhranta_Saraswat_Samman – 2021*

Lets Talk with Sujata Shadangi Suryodaya_Sambhranta_Saraswat_Samman – 2021 ପ୍ରିୟ ସତୀର୍ଥ ସାହିତ୍ୟିକ ବନ୍ଧୁ/ବାନ୍ଧବୀ ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି ,

Loading

Apr
2021
11

*ତୁମ ବିନା–ଶ୍ରୀମତୀ ସୁଜାତା ଷଡଙ୍ଗୀ*

–ତୁମ ବିନା– ତୁମ ବିନା ମୁଁ ଏକ ଅପୂର୍ଣ ଶବ୍ଦ ତୁମ ରଙ୍ଗରେ ମୁଁ ରଙ୍ଗାୟୀତ ତୁମ ସ୍ପର୍ଶରେ ବିକଶିତ ମୋ ଜୀବନ ପାଖୁଡା ତୁମ ପାଇଁ ରକ୍ତଗୋଲାପରୁ ଲାବଣ୍ୟ ମାଗିଛି ଚନ୍ଦ୍ରକାଳିମା କୁ ନୟନେ ନାଇଛି ପାହାଡ଼ଛାତିରୁ ମେଞ୍ଚାଏ ନଭଚୁମ୍ବି ମେଘକୁ ସାଉଁଟି ଧରିଛି ନିଃଶବ୍ଦ ରାତ୍ରିର ଝିଙ୍କାରୀ ଶବ୍ଦକୁ ବୀଣା ତାନାରେ ଭରିଛି ମାଦକତାଭରା ଅନ୍ତରଙ୍ଗରୁ

Loading

Apr
2021
11

*ଅସରନ୍ତି ପ୍ରଶ୍ନ — ଶ୍ରୀମତୀ ସୁଜାତା ଷଡଙ୍ଗୀ*

##ଅସରନ୍ତି ପ୍ରଶ୍ନ## ଶ୍ରୀମତୀ ସୁଜାତା ଷଡଙ୍ଗୀ, ଭଞ୍ଜନଗର ଦ୍ରୁତ ଗତିରେ ଧାବମାନ ସମୟ ଫେରିବାର ପଥର ବାଟୋଇଟିଏ ମୁଁ ମୂଲ୍ୟହୀନ ଅଫେରା ଅତୀତ, ଲୁହ-ନଈ ଢ଼େଉ ଭାଙ୍ଗେ ଆଖି କୋଣେ ଯାହା ପଳାତକ ସମୟକୁ ଆଉ କିଏ ରୋକିପାରେ! ସବୁଜ ଗଛରେ ଫୁଲ ଫଳ ଭରି ହେଲା ପରି ବାଛଲ୍ୟ ମମତାରେ ଭରିଯାଏ ପେନ୍ଥା ପେନ୍ଥା ସ୍ନେହବୋଳା ସବୁଜ

Loading

Apr
2021
11

*ଅଭିଶପ୍ତ ଋତୁର ରାଗିଣୀ– ଶ୍ରୀମତୀ ସୁଜାତା ଷଡଙ୍ଗୀ*

*ଅଭିଶପ୍ତ ଋତୁର ରାଗିଣୀ* —————- ବର୍ଷା ଗୋ ତୁମେ ଋତୁ ରାଗିଣୀର ନିତ୍ୟ ଅମୃତ ଧାରା ତୁମ ବିରହରେ ଝୁରି ଝୁରି ଆଜି ଅକାଳେ ପିଉଛି ପ୍ରତାରଣାଭରା ସୁରା। ତୁମ ବିନା ଶୁଭେ ବିଜନ ବେଳାରେ ବିଶ୍ୱାସ ଵୋଇତେ ଛିନ୍ନ ବୀଣାର ସ୍ୱର ଆଶ୍ୱାସନାର କଡ଼ ଲେଉଟାଣି ବିବର୍ଜିତ ଏକ ଲୋହିତ ସୂର୍ଯ୍ୟର ଧାର। ପ୍ରୀତିଲଗ୍ନା ମୁଁ ଯେ,

Loading

Apr
2021
11

*ଶ୍ରାବଣ ସଞ୍ଜରେ– ଶ୍ରୀମତୀ ସୁଜାତା ଷଡଙ୍ଗୀ*

**ଶ୍ରାବଣ ସଞ୍ଜରେ** ଶେଷ ବୈଶାଖର ତତଲା ଛୁଆଁରେ ଲଘୁଚାପ ଆସେ ଅଲୋଡ଼ା ଅତିଥି ହୋଇ ଆଷାଢ଼ ତିଥିରେ ଝରା ମଉସୁମୀ ବସିଛିକି ସତେ ମୁଁହ ଫୁଲାଇ! ଘୋଡେଇ ହୋଇ ସେ ନୀଳ ଓଢଣୀ ସାଵଜେଇଲାଣି ଧରଣୀରାଣୀ ଲାଲ ପାଟ ପିନ୍ଧି ସାଧବବୋହୁ ଗାଁ ଗୋହିରୀରେ କୁଆଡେ ଯାଉ ଅଳସ ଚାଲି ତୋ ଲାଜୁଆ ଆଖିରେ ମନକୁ ମୋହୁ ଇନ୍ଦ୍ରଧନୁ

Loading

Apr
2021
11

*ଅଭିସାରୀକା– ଶ୍ରୀମତୀ ସୁଜାତା ଷଡଙ୍ଗୀ*

**ଅଭିସାରୀକା** ************ ତୁମ ପ୍ରୀତିର ବର୍ଷାରେ ନିତି ମଉଳା ମନ ମୋ’ ଅଭିମାନେ ଭିଜେ ତୁମ ସ୍ମୃତି ନେଇ କାକର-ସିକ୍ତ ଅଳସ ସନ୍ଧ୍ୟାରେ ତୋଳି ଧରେ ବାସ ଭରା ଫୁଲର ସ୍ତବକ ଉଦାସିଆ ଭିଜା ଗୋଧୂଳିରେ ଭିଜି ଭିଜି ସାଜେ ନିତି ଅଭିସାରୀକା ପ୍ରେମର ଅମୀୟ-ବାରିରେ ଧୋଉଥାଏ ନିତି ସ୍ମୃତିମଖା ପାଦର ଅଳତା ନିଦୁଆ ଆଖିରେ ଜମାଟବାନ୍ଧେ କତେ

Loading

Apr
2021
11

*ଚେନାଏ ମହକ– ଶ୍ରୀମତୀ ସୁଜାତା ଷଡଙ୍ଗୀ*

💐ଚେନାଏ ମହକ💐 ***************** ତୁମେ ସେଇ ମୋ ଅପାସୋରା ପଥର ଦୂରନ୍ତ ପଥିକ ମୁଁ ତୁମ ନିଷ୍କପଟ ଛାୟାର କୁହୁକ ଥରୁଟିଏ ଛୁଇଁ ଦେଖ ମୋତେ ମାୟା ନୁହେଁ ଛାୟାଟିଏ ମାତ୍ର ରୂପାନ୍ତରିତ ସ୍ଥାଣୁ ମୂର୍ତ୍ତିଟିଏ ଫେରି ଦେଖ ମୁଁ ସେଇ ଅସ୍ତଗାମି ସୂର୍ଯ୍ୟଙ୍କ ନିଷ୍ପ୍ରଭ ଆଲୋକ ଅନାହତ ହୃଦ କନ୍ଦରରେ ପ୍ରତିଧ୍ୱନିର ଶୂନ୍ୟ ଶବ୍ଦଟିଏ ମୁଁ ସେଇ

Loading

Apr
2021
11

*ମନ ମଉସୁମୀ ଝୁରେ– ଶ୍ରୀମତୀ ସୁଜାତା ଷଡଙ୍ଗୀ*

।।ମନ ମଉସୁମୀ ଝୁରେ।। ଆଜି ଏଇ ଭରା ଆଷାଢ଼ ରାତିରେ ପହିଲି ରଜରେ ଝରଇ ଧାରା ସ୍ମୃତି ନେଇ ଆସେ ଆଦ୍ୟ ମଉସୁମୀ ବିଞ୍ଚିଦିଏ କେତେ ଶୀତଳ ପୀୟୂଷ ଧାରା। ଶାମୁକା ଗର୍ଭରେ ପ୍ରତୀକ୍ଷିତ ମୁକ୍ତା ଚମକି ଉଠଇ ସ୍ପର୍ଶ ପାଇ ଜଳ ବିନ୍ଦୁ ବିକଳ-ଚାତକ ସଜଳ ଆଖିରେ ତୃଷ୍ଣାର ମହା ସିନ୍ଧୁ। ଛମ ଛମ ନାଚଇ ବରଷାରାଣୀ

Loading

Apr
2021
11

*ଦୁଇ ପାଦ ମାଟି– ଶ୍ରୀମତୀ ସୁଜାତା ଷଡଙ୍ଗୀ*

।।ଦୁଇ ପାଦ ମାଟି।। ———————– ମୁଁ ଏକ ମାୟାର କଳ୍ପତରୁ ତୁମେ ଅସହାୟ ଅବୋଧ ଚଢେଇ ଘୁରି ବୁଲୁ ଥାଅ ଲକ୍ଷହୀନ ହୋଇ ପକ୍ଷ ଛେଦ କରି ତୁମ ଦାମ୍ଭିକତାର ଅହଙ୍କାରରେ ଦୀର୍ଘ ନିଃଶ୍ୱାସ ଛାଡୁ ଥିବି ଠିଆ ହୋଇ ଥିବି ମୁଁ ଅବିଚଳିତ ଭାବେ ମୋହ ମାୟାରେ ଛନ୍ଦି ହୋଇ ତୁମେ କାକୁସ୍ଥ ପକ୍ଷୀ ଟିଏ ପରି

Loading

Apr
2021
11

*ପ୍ରେମ– ଶ୍ରୀମତୀ ସୁଜାତା ଷଡଙ୍ଗୀ*

——ପ୍ରେମ—- ଏକାନ୍ତରେ ହେଉ ଅବା ଅତି କୋଳାହଳେ ବ୍ୟସ୍ତ-ବିବ୍ରତାର ଆବିଳତା ଛାତି ଚିରି ତୁମେ ଧସି ଆସ ନିରବିତ ହୃଦକକ୍ଷେ ରାତ୍ରିର ଗଭୀରତା ନେଇ ପାହାନ୍ତି ସକାଳର ରୂପେଲି ଆଲୋକ ହୋଇ ମୋ ଅସୁମାରୀ ସ୍ୱପ୍ନର ରଙ୍ଗୀନ ଛବିରେ, ରହି ଅଛ ତୁମେ କୋଉ କାଳୁ ମୁଁ ବି ଜାଣି ପାରୁନି ଯେତେ ଚେଷ୍ଟା କରେ ଭୁଲିବାକୁ ସ୍ମୃତି-ସ୍ତବକର

Loading

Apr
2021
11

*ନିଃସଙ୍ଗ ନକ୍ଷେତ୍ର– ଶ୍ରୀମତୀ ସୁଜାତା ଷଡଙ୍ଗୀ*

।।ନିଃସଙ୍ଗ ନକ୍ଷେତ୍ର।। —————— ନଈ ଏଠି ବେଗମତୀ ପୃଥ୍ଵୀର ମୁକୁଳା ଛାତିରେ ସୂର୍ଯ୍ୟ ଏଠି ଉର୍ଦ୍ଧମୁଖା, ପାହାଡ଼ ଶିଖରୁ ରାତିର ଘନ ଅନ୍ଧକାର ଅପସାରି ଯାଇ ସ୍ୱଚ୍ଛ ସୁନେଲି କିରଣ ବାଢିଦିଏ ପ୍ରତିଦିନ ଆମପାଇଁ ନୂଆ ଉପହରଟିଏ ଶାନ୍ତି ଓ ମୈତ୍ରୀର । ବାର ମାସ ଷଡ଼-ଋତୁ ମଦମତ୍ତ ଏଠି ମଳୟର ବାସ୍ନା ଫୁଲେ ଫୁଲେ ନିତି ଚହଟି

Loading