May
2022
26
ପ୍ରେମ ହିଁ କେବଳମ୍ — ଶ୍ରୀମତୀ ସବିତା ଶତପଥୀ
ପ୍ରେମ ହିଁ କେବଳମ୍ ପ୍ରେମ ଗଙ୍ଗୋତ୍ରୀର ନିର୍ମଳ, ସ୍ୱଚ୍ଛ ପ୍ରଦୂଷଣହୀନ ସୁଧା ଧାରାଟିଏ ଅସମାପ୍ତ ପ୍ରୀତିର ପିଆଲାଟିଏ ସଦା ସୁଗନ୍ଧିତ ମୃତ୍ୟୁହୀନ ଫୁଲଟିଏ.. ପ୍ରେମ ହିଁ କେବଳମ୍ ଜୀବନ ଦରିଆରେ ଆସ୍ଥା ରଖିବା ଭଳି ନାଆଟିଏ ଉବୁଟୁବୁ ନିଃଶ୍ୱାସର ବିଶ୍ୱାସଟିଏ l ପ୍ରେମ ହିଁ କେବଳମ୍ ସତ୍ୟ ଧର୍ମ ନ୍ୟାୟ ପ୍ରତିଷ୍ଠାରେ ଶାନ୍ତି