Feb
2021
10
ମଲାଜହ୍ନ — ଶୁଭ୍ରାଜିତା ଶୁଭଦର୍ଶିନୀ
ମଲାଜହ୍ନ ******* ସେ ପଙ୍କିଳ ପୋଖରୀର ଗଭୀରତାରେ ଲୁଚୁଥିବା କଇଁ ତୁ ମୁଁ ଆକାଶର ନୈଶ ବକ୍ଷରେ ନିଜ ଅସ୍ତିତ୍ବ ଖୋଜୁଥିବା ଜହ୍ନ ତୋ’ ଶ୍ୱେତ ପଣତର ମୋହରେ ବାରମ୍ବାର ବନ୍ଧା ପଡି ନିଜକୁ ଖୋଜୁଥାଏ ମୁଁ, ତୁ ବି କିଛି କମ୍ ନୁହେଁ ! ଆଖି ମିଟିକା ମାରୁଥିବା ତାରାଙ୍କୁ ଦେଖିବା ବାହାନାରେ ମୋତେ କଣେଇ କଣେଇ