Dec
2020
16
ନଈ – ଶୁଭମ ବେହେରା
ନଈ ନଈ ଲୋ ନଈ,ନଈ ଲୋ ନଈ କେତେଦୂର କହ ତୁ ଯାଉଛୁ ବୋହି କୂଳୁ କୂଳୁ ପୁଣି ଶବ୍ଦ କରି କେତେ ନୂଆ ଗୀତ ଯାଉଛୁ ଗାଇ । ନଈ ଲୋ ନଈ ନଈ ଲୋ ନଈ ଅଟକି ଯିବ ତୋ ଯାତାକେ ନାହିଁ ତୋ ଚଳବାଟକୁ ସତେ ଯେମିତି ଆପଲକେ କେହି ବସିଛି ଚାହିଁ ।