March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Oct
2021
16

*ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ*

ଦେଖିଛି‌ ଦେବୀଙ୍କୁ  ଶିବାନନ୍ଦ ବାରିକ ************* ତୁମେ ଦେଖିଛ ଦେବୀଙ୍କୁ ମଳୟର ବଳୟ ପିନ୍ଧି, ମଣ୍ଡପର ଛାତିଭେଦି ଫୁଟିଥିବା କାଶତଣ୍ଡୀରୁ ଉଙ୍କିମାରି ଅଗୁରୁ କର୍ପୁର, ମହଣ ମହଣ ଅର୍ପଣ, ତର୍ପଣ ଭୋଗିଉଠୁଥିବା ପାର୍ବଣ ଶକ୍ତିଘେନି ମାଟି ପାଏ ଜୀବନ ଶିହରଣର ତୂରୀ, କାହାଳୀ ଆବାହନିର ନାନାବାୟା,, ସମୟ ପାଇ ଆଖି,ମନ,ହୃଦୟ ସବୁ ବିଶାଳ ଠିକ ମଣ୍ଡପର ମୁର୍ତ୍ତି ଭଳି,

Loading

Aug
2021
2

*ତଥାପି କହୁଛ–ଶିବାନନ୍ଦ ବାରିକ*

ତଥାପି କହୁଛ *********** ଯେଉଁଠି କଙ୍କାଳର ଛାଞ୍ଚମାନେ ଧାଡ଼ିବାନ୍ଧି ସମର୍ପି ଦିଅନ୍ତି ଅନ୍ତିମତମ ରସ , ତଥାପି ଶୋଷ ଅବସୋସରେ ଅନ୍ତ ଭାଙ୍ଗେ ସମୁଦ୍ର । ଏଣେ ଟାକିଛି ପଞ୍ଝା ମେଲି ଶାଗୁଣା , ହେଲେ ଏପାର ନହେଲେ ସେପାର। ଯେଉଁଠି ମାଟିଛୁଇଁ ମାଟିଦେହ ଜିଇଁବାର ବାଟ ଖୋଲେ , ପରସ୍ତ ପରସ୍ତ ମାଂସ ବଳୟର ଲାଠି ମୁଠେଇଧରେ

Loading

Apr
2021
8

*ସମୟ_ଆଉ_କଣ_କି ?? — ଶିବାନନ୍ଦ ବାରିକ

#ସମୟ_ଆଉ_କଣ_କି ?? ******************** ତୁମ ପାଇଁ ଆମ୍ବ ତୋଟା ଦେହେ ଦିହ କୁ ଦାହ କରି ସାରୁପତ୍ରରେ ଫଳ ମୁଠେଇକରି ମନ୍ଦିର ପଛରେ ଥୋଇ ଆସିବା, ତୁମ କାନ୍ଧକୁ ସାହାରା କରି ସ୍କୁଲ ବାରଣ୍ଡାରୁ ବାରକୋଶ ବାଟ ପାଦ ଗଣି ଗଣି ଚାଲିବା। ସମୟ ଆଉ କଣ କି ?? ବୋଉମାଡକୁ ଡରି ତୁମ ଘର ଆଲମାରୀ ଦେହେ

Loading

Mar
2021
2

ବିଚାର ପୁରୁଷ — ଶିବାନନ୍ଦ ବାରିକ

ବିଚାର ପୁରୁଷ ଦଗ୍ଧିଭୂତ ଗରଳର ବିଭତ୍ସ ସାମ୍ରାଜ୍ୟ ନିଶ୍ଚିତ ନିଶ୍ଚିର୍ଣ୍ଣ ସେ ଅଙ୍ଗ, କ୍ଷତାକ୍ତ ପାଶବିକ କାମନା ପୁରୁଷ ଅସହ୍ୟ ଯୌବନର କୁତ୍ସିତ ବେରଙ୍ଗ। ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣ ପରେ କଠୋରତା ପଶୁତ୍ତ୍ୱର ମାତ୍ରା, ଜୀବନର ଶୋଭାଯାତ୍ରା କ୍ଷଣେ ପରମାଣୁ କ୍ଷେପି ଉତ୍ତାରିଲ ଶବାଯାତ୍ରା । ହାୟ! ସ୍ଵାଭାବିକ ସୁନ୍ଦରତା ଭ୍ରମମୟ ବିଞ୍ଚି କାଳର ଦୁର୍ବିସହ ସ୍ବପ୍ନ, ଶ୍ୱାସ ଚଳରୁଦ୍ଧ

Loading

Feb
2021
26

ଅଭିଶପ୍ତ ଅଧ୍ୟାୟ –ଶିବାନନ୍ଦ ବାରିକ

#ଅଭିଶପ୍ତ_ଅଧ୍ୟାୟ *****************”” ହେ ପ୍ରଚଣ୍ଡ ଜ୍ୟୋତି ରୁଦ୍ର ! ମୋହଭଙ୍ଗରେ ରାବଣ ଆଉ ଜଡରେ କି ଆନନ୍ଦ? ତୁମେ ମୁକସାକ୍ଷୀ , ନନ୍ଦି ବୃଷଭଗଣ ଧରାଶାୟୀ ବେଷ୍ଟନିର ସୁରକ୍ଷା ଦ୍ଵାହିରେ। ଅଭିଜାତ ପୁରୁଷର ଶ୍ରେଷ୍ଠ ବୋଲାଉଥିବା ସଭ୍ୟତା !!! ମହମ ଆଲୁଅରେ ମୁକ୍ତିପଥ , ଆହା ! ଫୁଟେଇଚାଲିଛ ଶବ୍ଦବାଣ ଆଶ୍ଵାସନାର ଭଣ୍ଡ ପୂଜାରୀଗଣ! ସେ ପୁଣି ସୂର୍ଯ୍ୟଙ୍କୁ

Loading

Feb
2021
11

ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଚାଲନ୍ତୁ ଭେଟିବା ଓଡ଼ିଆ ସାହିତ୍ୟାକାଶ ର ଉଜ୍ଜ୍ୱଳ ମୟ ତାରକା ଗଞ୍ଜାମ ଜିଲ୍ଲାର ଶିବାନନ୍ଦ ବାରିକ ଙ୍କୁ

ନାମ- ଶିବାନନ୍ଦ ବାରିକ ମାତାଙ୍କ ନାମ-: କୁନି ବାରିକ ପିତାଙ୍କ ନାମ-:ପ୍ରିତିକର ବାରିକ ଜନ୍ମମାଟି/ଠିକଣା-:ଗ୍ରାମ – ପଥରା , ପିନ୍ -୭୬୧୧୦୪ , କବିସୂର୍ଯ୍ୟନଗର, ଗଞ୍ଜାମ, ଓଡ଼ିଶା । ଜନ୍ମ ତାରିଖ- ୧୫/୧୦/୧୯୯୮ ଶିକ୍ଷା ଗତ ଯୋଗ୍ୟତା- ଜୀବ ବିଜ୍ଞାନରେ ସ୍ନାତକ, ପ୍ରାରମ୍ଭିକ ଶିକ୍ଷାରେ ଡିପ୍ଲୋମା । ବୃତ୍ତି – ଭାରତୀୟ ଡାକ ବିଭାଗରେ କର୍ମଚାରୀ। ୦୧- ଆପଣଙ୍କ

Loading

Feb
2021
10

ମଲାଜହ୍ନ– ଶିବାନନ୍ଦ ବାରିକ

ମଲାଜହ୍ନ ******* ନିର୍ବିକଳ୍ପ ସ୍ରୋତେ ପ୍ରଣୟ ଉଚ୍ଛ୍ୱସେ କୋମଳ ଆତଙ୍କେ ମନ୍ତ୍ରିତ, କିରଣ ମୂମୁକ୍ଷୁ ଶରିରୀ ଆୟୁଧ ବଖାଣେ ପ୍ରକୃତି ପୁରୁଷ । ଶୃତିମଣ୍ଡନ ମୁକସାକ୍ଷୀ ଚିର କାମନା ପ୍ରେୟସୀ ଯୁଗଳେ, ସୁରମ୍ୟ ଉତ୍ତାଳ ସେ ପ୍ରାଣୀ ବିଳାସ ବିରାଗ ବିରହେ ବିକଳେ।। ପ୍ରସାରିତ ଶକ୍ତ ଆଜାନୁବାହୁ ଦୂର୍ବନ୍ଧନ ସୁସୁପ୍ତି ଦିନେ, ପ୍ରାଣପ୍ରିୟା ଗତେ ତୁ ପ୍ରମାଣ୍ୟ ମତେ

Loading