Feb
2021
23
ଚିରିଗଲା ଚିଠି —- ସ୍ୱାଗତିକା ସାହୁ
ଚିରିଗଲା ଚିଠି ଅସୁମାରୀ ସ୍ମୃତିର ଖଇ ଫୁଟା ଶବ୍ଦ କାଳିର ରଙ୍ଗ କୁହୁକରେ ଉବୁଟୁବୁ ହୋଇ ପ୍ରତୀୟମାନ ହେଉଥିଲା ମିଠା ମିଠା ଉଛ୍ୱାସ ମଧୁ ଭରା ଭାବନା ପୃଷ୍ଠା ପରେ ପୃଷ୍ଠା ହିଲ୍ହୋଳିତ ଅତୁଟ ବିଶ୍ୱାସ ନିଶ୍ୱାସର ଗାଥା ଅପୂର୍ବ ସମ୍ପର୍କରେ ଭରା ଚିଠିର କୋଣାର୍କ ଆଜିବି ସ୍ମରଣରେ ସଂଚାରିତ ସେଇ ଅଭିଲେଖା ଗୁଡିକ ସୂକ୍ଷ୍ମ ମନକଥା ଅତୃପ୍ତ