Feb
2021
25
ଏହା କି ବଡ଼ କଥା — ରଞ୍ଜନ କୁମାର ଵ୍ରହ୍ମା , ଶିକ୍ଷକ
*ଏହା କି ବଡ଼ କଥା* ରଞ୍ଜନ କୁମାର ଵ୍ରହ୍ମା , ଶିକ୍ଷକ ଜୀବନ ଦେଖିଛି ବଡ଼ ଭୟଙ୍କର ମରୁଡି ବେଳରେ ଜୀଇଁଛେ ଏକା । ସୁନାମି ଆସୁଛି ମୁଣ୍ଡ ଉପରକୁ ତଥାପି ନୋଇଁନୁ ଆମରି ମଥା ।। କରୋନା ତାହାର ଦିହକୁ ଘଷୁଛି ନାହିଁ ଭୟ ଆମ ତିଳେ ସେଇଠି । ସତର୍କ ଆମର ଅଡୁଆ ତା ପାଇଁ