May
2022
18
ମୋତେ କାଳିଆ କାଳିଆ ଦିଶୁଛି — ଶାନ୍ତି ଲତା ରଥ
ମୋତେ କାଳିଆ କାଳିଆ ଦିଶୁଛି କାଳିଆ—-କାଳିଆ— କାଳିଆ ମୁଁ ଯାହା ଦେଖିଲେରେ କାଳିଆ ମୋତେ କାଳିଆ କାଳିଆ ଦିଶୁଛି ମୁଁ ଯା ହସ ଦେଖିଲେ କାଳିଆ ମୋତେ ତୋ ହସ ଭଳି ଲାଗୁଛି ମୋ ଭଙ୍ଗା କୁଡିଆକୁ ଦିନେ ତୁ ଆସିବୁ ମୁଁ ତୋ ପରେ ଭରଷା ରଖିଛି ମୁଁ ତୋ ପରେ ଭରଷା ରଖିଛି।