Feb
2023
26
ମାଆ ଦେ ତୁ ଅଭିଶାପ – ଶଶୀ ଭୂଷଣ ଦାସ
ମାଆ ଦେ ତୁ ଅଭିଶାପ ସିନ୍ଦୁରା ଫାଟି ସୂର୍ଯ୍ୟ ଉଦୟ ହେଲେ ସକାଳ ହେଲା ସବର ବସ୍ଥିର କେଇଜଣ ଲୋକ ମାଛ ଧରିବା ପାଇଁ ନଦୀକୁ ବାହାରିଲେ । ନଦୀରେ ଜାଲ ପକାଉଥିବା ସମୟରେ ସେମାନଙ୍କ ଭିତରୁ କେହି ଜଣେ ଦେଖିଲା ଜଣେ ଯୁବକ କୂଳରେ ଲାଗିଥିବାର ବୟସ ପ୍ରାୟ ୩୦ ହେବ । କାଳେ