Oct
2020
28
ଶରତ
ଶରତ ବରଷା ବିଗତ ଶରତ ଆଗତ ବିମଳ ଧରିତ୍ରୀ ସୁନ୍ଦର ଶୋଭିତ ! ରୁଚିର କାଇଁଶ କୁସୁମ ଶୋଭନ ଧରଣୀ ମଥାର ମୁକୁଟ ମଣ୍ଡନ ! ବିଦାୟ ଘୋଷିତ ବାର୍ଦ୍ଧକ୍ୟ ସଙ୍କେତ ଶୁଭ୍ରକେଶୀ ବର୍ଷା ନେତ୍ରେ ପ୍ରତିଭାତ ! ଉଦୟ ଅଗସ୍ତି ବିମଳ ଗଗନେ ଶୁଷ୍କ ପଥ ଜଳ ସନ୍ତୋଷ ଯେସନେ ! ସରିତ ସରସୀ ନିର୍ମଳ ସଳିଳ