ସଜ ସକାଳ ଲୁଚିଲେଣି ଶଶୀ ପାହିଲାଣି ନିଶି ଆସିଛି ସଜ ସକାଳ , ପ୍ରାଚୀ ଗଗନରେ ମୁରୁକି ହସନ୍ତି କଶ୍ୟପ ଅଦିତି ବାଳ । ସତେକି ନିଦ୍ରିତା ବସୁନ୍ଧରା ରାଣୀ ରାତିରେ ଯାଇଛି ଶଙ୍କି , ସୌମ୍ୟା ମୁଖେ ଦେଲେ ତରୁଣ ତପନ କନକ ଓଢ଼ଣୀ ଢାଙ୍କି । ଦ୍ଵିଜ ଶଂଖ ଧ୍ୱନୀ କରୁଛନ୍ତି ଜାଣି ଅରୁଣ ଙ୍କୁ
Read More
ବାପା ବାୟୁ ଓ ପାଣିର ସମଷ୍ଟି ବୁଝାଏ “ବାପା” ଶବଦର ଅର୍ଥ , ବାପାଙ୍କ ବିହୁନେ ଜୀବନ ଅଧୁରା ଜିଇଁବାଟା ଲାଗେ ବ୍ୟର୍ଥ । କେବେ ସାଜନ୍ତି ସେ ପାଦର ଚପଲ କଣ୍ଟକିତ ପଥ ପାଇଁ , ରକ୍ଷା କରିଥାନ୍ତି ଝଡ଼ ଝଞ୍ଜା ଠାରୁ ମୁଣ୍ଡପରେ ଛତା ହୋଇ । ଉପରକୁ ଟାଣ ଦେଖାଇ ହେଲେବି ଅନ୍ତର ଲହୁଣୀ
Read More
ହୃଦୟ ମନ୍ଦିରେ ପ୍ରଭୁ ଜଗନ୍ନାଥଙ୍କର ଯେତକ ଭକତ ସମାନ ନୁହଇ ଦୃଷ୍ଟି, କିଏ ପୂଜା କରେ ଫଳ ମୂଳ ନେଇ କେ’ବା କରେ ପୁଷ୍ପ ବୃଷ୍ଟି । ଚାହିଁଥାଏ କିଏ ଚକାନୟନକୁ ଅଧରେ ନଜର କା’ର, ମୁଦ୍ରିତ ନୟନେ କିଏ ଧ୍ୟାନ କରେ ଧ୍ୟାୟେ କେ ଖୋଲା ଆଖିର । ଟଙ୍କତୋରାଣିରେ କା’ର ମନ
Read More