Dec
2020
27
ଷଢରିପୁ — ରେଣୁକା-ସାମଲ
ଷଢରିପୁ ଘେରି କଲେଣି ମେଳି ଜୀବ ଛାଡିବାର ଆସିଲା ପାଳି। ବେଳୁ ବେଳ ଘାରେ କଫ ପିତ୍ତ ବାତ ଛାଡି ବାକୁ ଏଠି ଆୟୁଷ ହାତ। ଆଖି ଥାଇ ପୁଣି ଅଂନ୍ଧ ହୋଇଯାଏ ଦିବସ ଆଲୋକେ ପାରେନା ଦେଖି କାନ ଥାଇ କାନ ମେଲି ସେ ପଚାରେ ଜିଭ ଥାଇ ସ୍ୱାଦ ନପାରେ ଚାଖି। ଜନମ କାଳରୁ ଲେଖି ଆସିଅଛି