Jan
2021
25
ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଭେଟନ୍ତୁ ପୁରୀ ଜିଲ୍ଲାର ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ ଙ୍କୁ
ନାମ- ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ ମାତାଙ୍କ ନାମ-: ଶ୍ରୀମତୀ ପୁଷ୍ପମୟୀ ସାମନ୍ତରାୟ ପିତାଙ୍କ ନାମ-: ଶ୍ରୀଯୁକ୍ତ ରବିନାରାୟଣ ସାମନ୍ତରାୟ ଜନ୍ମମାଟି/ଠିକଣା-: ଗ୍ରାମ- ଲକ୍ଷ୍ମୀ ନାରାୟଣ ପୁର, ଜି- ପୁରୀ ଜନ୍ମ ତାରିଖ-:୨୦:୦୭:୧୯୯୯ ଶିକ୍ଷା ଗତ ଯୋଗ୍ୟତା-: ଆଇନ୍ ଛାତ୍ରୀ ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:-ଯାହା ସମସ୍ତଙ୍କର ହିତ ସାଧନା କରେ ତାକୁ ହିଁ ଗୋଟିଏ