Feb
2021
24
**ଗଛଟିଏ ମୁଁ ଗଛଟିଏ* — ରୁଦ୍ରରୂପା ଵ୍ରହ୍ମା ,ଷଷ୍ଠଶ୍ରେଣୀ
**ଗଛଟିଏ ମୁଁ ଗଛଟିଏ* ଗଛଟିଏ ମୁଁ ଗଛଟିଏ ତୁମ ପରିବେଶେ ଅଛି ଯିଏ ଗଛଟିଏ ମୁଁ ଗଛଟିଏ ।। କୋଉକାଳୁ ମୁହିଁ ଠିଆହୋଇଛି ସାନରୁ ଏଇଠି ବଡ଼ ହୋଇଛି । ସଦାବେଳେ ତୁମ ପାଶରେ ରହି ଭଲ ସାଥି ହୋଇ ରହିଛି ମୁହିଁ ।। ଫୁଲ ଫଳ ପତ୍ର ସବୁ ସଜାଇ ଆହାର ତୁମକୁ ଯୋଗାଏ ଭାଇ ।