Nov
2022
17
ସନେଟ – ସପନର ନୀଳ ପରୀ — ରିନା ପରିଡ଼ା
ସନେଟ – ସପନର ନୀଳ ପରୀ ନିର୍ଜନ ନିଶୀଥ ସମୟ ପରେ ପ୍ରୀତିର ପିଆଲା ଧରି ବିଜନେ ଆସଇ ଚିର ଚାରୁମୟୀ ପ୍ରୀତି ପୁଷ୍ପକୁ ବରି । ଥିରି ଥିରି ଆସି ଅଙ୍କେ ଯାଏ ବସି ଗାଏ ସେ ମିଳନ ଗୀତ ଗୀତ ଗାଇ ଗାଇ ରୋମାଞ୍ଚିତ ତନୁ ପ୍ରେମ ଭରେ ଅପ୍ରମିତ । ନୀରବ