Dec
2020
29
ଧ୍ୱଂସ ହେଉ ମାଁ — ରାଜେନ୍ଦ୍ର କୁମାର ମହାନ୍ତି
ଧ୍ୱଂସ ହେଉ ମା ବିଜୟ ପ୍ରତୀକ ବିଜୟା ଦଶମୀ ଗାଇଯାଏ ବିଜୟ ଧ୍ୱନି ଫରଫର ଉଡେ ବିଜୟର ଧ୍ୱଜା ଯଜ୍ଞସ୍ଥଳେ ଯେହ୍ନେ ବହ୍ନି । ଆଶିଷ ଦିଅମା ମାଆ ଦଶଭୂଜା ଦୂରହେଉ ଭୟ , ଭ୍ରାନ୍ତି ହିଂସା, କପଟତା,ଛଳନା, ବିଦ୍ୱେଷ ଉଡୁ ମାଆ ଶାନ୍ତି ପ୍ରୀତିର କିର୍ତ୍ତୀ । ଦୂରୀଭୂତ ହେଉ କରୋନାର ଛାୟା ନୀରୋଗ ରୁହନ୍ତୁ ସର୍ବେ