Oct
2020
28
ସାଲଗେ ର ସ୍ବପ୍ନ
ସାଲଗେ ର ସ୍ବପ୍ନ ◆●◆●◆●◆●◆●◆◆◆ ସକାଳର ସେଇ କଅଁଳ ଖରା ବିଛେଇ ପଡ଼ିଲା ବେଳକୁ ସେ ଆସିଗଲା ହାତରେ ଝାଡୁଟିଏ ଧରି କେମିତି ବା ନ ଆସନ୍ତା ହଁ କେମିତି ବା ନ ଆସନ୍ତା ତା କାମ ପରା ସେହିପରି ।। ବେଶ ବେଶ୍ ଅନୁଜ୍ଜ୍ଵଳ ନିପ୍ପଟ ମଫସଲୀ, ଆଉ ଅପରିଚ୍ଛନ୍ନ ସେ ବା କଣ କରିବ ହଁ