Dec
2020
19
ମାନବିକତା — ରାଜଲକ୍ଷ୍ମୀ ପଣ୍ଡା
—— ମାନବିକତା—– ***************** ସେଦିନ ଦୀର୍ଘ ରାସ୍ତାର ଯାତ୍ରା ଆରମ୍ଭ କରିଥାଏ।ଟ୍ରେନ ଯୋଗେ ମୁଁ ମୋ ଜିଲ୍ଲାରେ ପହଞ୍ଚିଗଲି।ମୋ ଜିଲ୍ଲାଠୁ ମୋ ଗାଁ ବାଇଶି କିଲୋମିଟର।ଗାଁ କୁ ଯିବା ନିମନ୍ତେ ଗାଁ ବସ୍ ଅପେକ୍ଷାରେ ଥାଏ।ମୋ ଶରୀର ଓଜନର ଅଧାଅଧି ମୋ ଦୁଇ ବ୍ୟାଗ ଥାଏ, ବ୍ୟାଗ ଦୁଇଟି କୁ ସୁରକ୍ଷିତ ନେବା ମୋର କର୍ତ୍ତବ୍ୟ ଭାବି ହାତ