Mar
2021
20
*-ପାଳଭୂତ– ରାକେଶ କୁମାର ଦାସ*
# ଶୀର୍ଷକ-ପାଳଭୂତ ************ ବନ୍ଧୁ ଶବ୍ଦଟି ସର୍ବଦା ଅଟଇ ମହାନ କେହି ନୁହେଁ ଏହି ଶବ୍ଦର ସମାନ ପାଳଭୂତ ପରି ସଖା ମିଳିବ ସଂସାରେ କାହୁଁ କୃଷକ କାର୍ଯ୍ୟରେ ସେ ହାତ ବଢ଼ାଏ ଯହୁଁ । କୃଷକର କ୍ଷେତକୁ ଚାତକ ପରି ଜଗି ପଶୁପକ୍ଷୀଙ୍କୁ ଘଉଡ଼ାଇବାରେ ଥାଏ ଜାଗ୍ରତ, ଭୁଲ ବଶତଃ ପ୍ରବେଶ କରିଣ ଦୁଷ୍ଟ ପଶୁପକ୍ଷୀ ଭୟରେ