Mar
2022
1
*କାନ୍ଦେ ମୋ ହୃଦୟ–ରାଇ ମୋହନ ରାଉତ*
*କାନ୍ଦେ ମୋ ହୃଦୟ* ଶ୍ରାବଣର ବରଷାରେ ଭିଜି ବି କାହିଁ ଓଦା ଲାଗୁନି ମତେ, ସତେ କେହି ଆପଣାର ଦୂରେଇଗଲେ ହୁଏ କେତେ କଷ୍ଟ ଆଉ କିଏ ବା କଣ ବୁଝିପାରିବ ସତେ । ଆଖିର ଲୁହକୁ ଛାତିର କୋହକୁ ବୁଝିପାରିବ ଏ ଦୁନିଆରେ କିଏ ବା ସତେ , ବୁଝୁନାହିଁ ମନ କାନ୍ଦେ ମୋ ହୃଦୟ